Hasta la próxima

ଫେଟ ମାରିଲେ ଗରିବଙ୍କ ଚାଉଳ | #People and Blogs

0 vistas· 02/01/24
wisdom
wisdom
9,960 Suscriptores
9,960

ଫେଟ ମାରିଲେ ଗରିବଙ୍କ ଚାଉଳ | ଚଳୁ କରିଦେଲ ଗରିବଙ୍କ ଚାଉଳ
ଖଜୁରୀ ଗଛର କିଗୁଣ କହିବି, ସିଏ ତ ମୂଳରୁ ପାହାଚ ପାହାଚ, ଆମେ
ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖାଇବୁ ଆପଣ ବି କହିବେ, ବାବୁ
ହୋସରେ ଥିଲେ ନା ବେହୋସରେ ଥିଲେ ? ଅର୍ଥାତ ପୂରା ଦୁର୍ନିତୀ
ସଂର୍ପକରେ ଜାଣିବା ଆଗରୁ ପ୍ରଥମେ ଏହି ପଡିକାର୍ଡକୁ ଦେଖୁନିଅନ୍ତୁ ।
୨୦୨୩ ମସିହା ସରିନାହିଁ, କିନ୍ତୁ କାର୍ଡରେ ୨୦୨୪ ଅକ୍ଟୋବର ମାସ
ପଯ୍ୟର୍ନ୍ତ ଚାଉଳ ଦିଆଯାଇଥିବା ନେଇ ଏଣ୍ଟ୍ରି ହୋଇ ସାରିଛି ।
https://youtube.com/@nageshmaj....hi6459?si=KiuUgfUvtB
#Balangir #pdsrice #Scame
#Odisha
#People and Blogs

Mostrar más

 0 Comentarios sort   Ordenar por


Comentarios de Facebook

Hasta la próxima